Videos
|
Odisha

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

ଅର୍ଗସ ବ୍ୟୁରୋ : ଝରୀଗାଁ ପୂର୍ଲା ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 137 ତମ ଜନ୍ମ ବାର୍ଷିକୀ ଉତ୍ସବ ଖୁବ ଧୂମଧାମ ରେ ପାଳିତ ହୋଇଯାଇଛି. ଏହି ମହୋତ୍ସବ ରେ ଝରୀଗାଁ,ଚନ୍ଦାହାଣ୍ଡି, ଉମରକୋଟ ଏବଂ ରାଇଘର ଅଞ୍ଚଳରୁ ଶତାଧିକ ଦୀକ୍ଷିତ ଏହି ଉତ୍ସବ ରେ ଯୋଗ ଦେଇଥିଲେ।

ଏକ ଆଦର୍ଶ ପରିବାର ଗଠନ ଏବଂ ସୁସ୍ଥ ଜୀବନ ଯାପନ ସହିତ ଏକ ବ୍ୟକ୍ତି ର ଉତ୍ତମ ଚରିତ୍ର ଗଠନ ହେଉଛି ଏହି ସତସଙ୍ଗର ଉଦେଶ୍ୟ ଯାହାକି ଠାକୁର ନିଜ ଜୀବନ ଏବଂ ନିଜ ପରିବାରରେ ପାଳନ କରି ଆଜି ସମସ୍ତ ଙ୍କ ପାଇଁ ଆଦର୍ଶ ସାଜିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Celebrating the 137th birth anniversary of Sri Sri Thakur Anukul Chandra | Argus News