Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କାର୍ଯ୍ୟାଳୟରେ ନାଚ ଗୀତର ଆସର

Smruti Parija
Browse all articles by Smruti Parija
·2 years ago·1 min read
ବିଜେପି କାର୍ଯ୍ୟାଳୟରେ ନାଚ ଗୀତର ଆସର

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ବିଜେପିର ଟ୍ରେଣ୍ଡ । ସବୁଠି ଭଲ ପ୍ରଦର୍ଶନ କରୁଛି ବିଜେପି । ଟ୍ରେଣ୍ଡ ଦେଖି ବିଜେପି କର୍ମୀଙ୍କ ଆଗୁଆ ସେଲିବ୍ରେସନ । ଦୁଲୁକୁଛି ବିଜେପି ପାର୍ଟି ଅଫିସ୍ । 
ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ଦିପାଲି ଦାସଙ୍କୁ ହରାଇ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି । 

କୁଚିଣ୍ଡାରୁ ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ । ୩୦ ହଜାରରୁ ଅଧିକ ଭୋଟରେ ବିଜୟୀ ସୂଚନା । ରଘୁନାଥପାଲ୍ଲୀରୁ ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତୀ ବିଜୟୀ ହୋଇଛନ୍ତି । 

କୋରାପୁଟ ବିଧାନସଭାରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ । ବିଜେଡିର ରଘୁରାମ ପଡାଲଙ୍କୁ ୨ ହଜାର ୩ ଶହ ୩୮ ଭୋଟରେ ହରାଇଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଣ୍ଟାମାଳରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଜୟୀ । ୬ ହଜାର ୯୦୫ ଭୋଟରେ ବିଜୟୀ ହେଇଥିବା ସୂଚନା ।  ବିଜେଡି ପ୍ରାର୍ଥୀ ମହୀଧର ରଣାଙ୍କଠାରୁ ବିଜୟୀ ସୂଚନା । 

Sponsored
celebration-starts-in-bjp-party-office | Argus News