Wildlife Security / ବାଘ ଅଭୟାରଣ୍ୟ ଜଗିବେ ସାମରିକ ଓ ଅର୍ଦ୍ଧସାମରିକ ବଳ
·8 months ago·2 min read

Key Points
ବାଘ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ତତ୍ପରତା | କୋର ଏରିଆରେ ରହିବେ ସାମରିକ ଓ ଅର୍ଦ୍ଧସାମରିକ ବଳ | ସମସ୍ତ ବ୍ୟାଘ୍ର ଅଭୟାରଣ୍ୟରୁ ହଟିବେ ଆଉଟ ସୋର୍ସିଂ କର୍ମଚାରୀ
ବାଘ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ତତ୍ପରତା। କୋର ଏରିଆ ରେ ରହିବେ ସାମରିକ ଓ ଅର୍ଦ୍ଧସାମରିକ ବଳ । ଦେଶର ସମସ୍ତ ବ୍ୟାଘ୍ର ଅଭୟାରଣ୍ୟରୁ ହଟିବେ ଆଉଟ ସୋର୍ସିଂ କର୍ମଚାରୀ। ପୂରଣ ହେବ ସବୁ ଖାଲି ପଡ଼ିଥିବା ପଦବୀ।
ଏଥିପାଇଁ ଦେଶର ସମସ୍ତ ବ୍ୟାଘ୍ର ଅଭୟାରଣ୍ୟର ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ। କ୍ଷେତ୍ର ନିର୍ଦେଶକ ପଦବୀ ଯେପରି ଖାଲି ନରୁହେ ସେଥି ପ୍ରତି ରାଜ୍ୟ ସରକାର ମାନେ ସଚେତନ ହେବେ। ଏଥିପାଇଁ ଦେଶର ସମସ୍ତ ବ୍ୟାଘ୍ର ଅଭୟାରଣ୍ୟର ଚିଫ୍ ୱାଇଲ୍ଡ ଲାଇଫ ୱାର୍ଡେନଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ। ଚିଠି ରେ ଲେଖା ଯାଇଥିବା ଗୁରୁତ୍ୱ ପୂର୍ଣ୍ଣ ଦିଗ ଗୁଡିକ ହେଲା
୧. କ୍ଷେତ୍ର ନିର୍ଦେଶକ ପଦବୀ ଯେପରି ଖାଲି ନରୁହେ ସେଥି ପ୍ରତି ରାଜ୍ୟ ସରକାର ମାନେ ସଚେତନ ହେବେ।
୨. ଶିକାର ରୋକିବା ଦିଗରେ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ଉପଲବ୍ଧ ଥିବା ଉପକରଣ ର ଆଧୁନିକରଣ କରାଯାଉ।
୩. ସାମରିକ ଓ ଅର୍ଦ୍ଧସାମରିକ ବଳ ଭଳି କୋର ଅଂଚଳ ରେ ରହୁଥିବା ଜଙ୍ଗଲ କର୍ମଚାରୀ ଙ୍କ ପାଇଁ ଉପଯୁକ୍ତ ରହିବା ବ୍ୟବସ୍ଥା କରାଯାଉ।
୪.କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ସମସ୍ତ ଖାଲି ପଦ ପୂରଣ କରାଯାଉ
୫. ପ୍ରାଣୀ ଚିକିତ୍ସକଙ୍କୁ ନେଇ ଏକ ଟିମ ବ୍ୟାଘ୍ର ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ସହାୟତା କରାଯାଉ
୬.ଅଭୟାରଣ୍ୟ ଥିବା ଅଞ୍ଚଳବାସୀ ଙ୍କୁ ସଚେତନ ପାଇଁ ଏକ ସମାଜସେବୀ ଗୋଷ୍ଠୀ କାମ କରିବେ।
୭.କାର୍ଯ୍ୟରେ ଥିବା ବେଳେ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେନା କର୍ମଚାରୀ ଙ୍କ ଭଳି ଅନୁକଂପା ରାଶି ପ୍ରଦାନ କରାଯିବ।
ରାଜ୍ୟ ରେ ଥିବା ସାତକୋଶିଆ ଅଭୟାରଣ୍ୟ ଏବେ ବାଘ ଶୂନ୍ୟ ହୋଇ ଯାଇଥିବା ବେଳେ ଶିମିଳିପାଳ ରେ ବଢୁଛି ବାଘ ସଂଖ୍ୟା। ବିଶ୍ୱ ର ଏକ ମାତ୍ର ଅଭୟାରଣ୍ୟ ଶିମିଳିପାଳ ରେ କଳା ମହାବଳ ବାଘ ଦେଖା ଯାଉଥିବା ରୁ ଏହାର ସୁରକ୍ଷା ଉପରେ ଅଧିକ ଫୋକସ ଦେଉଛି ବନ ବିଭାଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଥାପି ବିଭିନ୍ନ ସମୟରେ ଅଭୟରଣ୍ୟ ଭିତରେ ଶିକାରୀ ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହାରି ଭିତରେ ଦେବ୍ରିଗଡ଼ ରେ ବାହାର ରାଜ୍ୟ ରୁ ବାଘ ଆଣି ଛାଡିବାକୁ ଯୋଜନା କରିଛନ୍ତି ସରକାର କହିଛନ୍ତି ପୂର୍ବତନ ପିସିସିଏଫ ସୁଶାନ୍ତ ନନ୍ଦ।
ଦେଶ ରେ ମୋଟ 18 ଟି ରାଜ୍ୟ ରେ 58 ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି..ଉତ୍ତରଖଣ୍ଡ ର ଜିମ କୋରବେଟ ଜାତୀୟ ଉଦ୍ୟାନ ରେ ସର୍ବାଧିକ 260 ଟି ବାଘ ଅଛନ୍ତି..ଏଭଳି ସ୍ଥିତି ରେ ବାଘଙ୍କ ସୁରକ୍ଷା କୁ ନଜଗିଲେ ବାଘ ବଂଶ ବଢିବା ବଦଳରେ ଲୋପ ପାଇବ

Related Topics
Explore more stories