Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

Odisha

ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

Rashmita Mishra
Browse all articles by Rashmita Mishra
·1 year ago
ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ: ସାଇବର ଅପରାଧ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ସରକାର ୬.୬୯ ଲକ୍ଷରୁ ଅଧିକ ସିମ କାର୍ଡ ଏବଂ ଏକ ଲକ୍ଷ ୩୨ ହଜାରରୁ ଅଧିକ ଆଇଏମଇଆଇ ଉପକରଣକୁ ବ୍ଲକ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ୧୫ ସୁଦ୍ଧା ପୋଲିସ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ ସିମ କାର୍ଡ ଓ ଆଇଏମଇଆଇକୁ ବ୍ଲକ କରାଯାଇଛି। ସାଇବର ଅପରାଧ ଓ ଡିଜିଟାଲ ଆରେଷ୍ଟ ଆଧାରିତ ୯.୯୪ ଲକ୍ଷରୁ ଅଧିକ ଅଭିଯୋଗ ଉପରେ ସଠିକ୍ ପଦକ୍ଷେପ କାରଣରୁ ପ୍ରାୟ ୩ ହଜାର ୪୩୧ କୋଟି ଟଙ୍କା ବଞ୍ଚାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Central government's big step to curb cyber crime | Argus News