ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା
·11 months ago

Key Points
ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା
ସପ୍ତଦଶ ବିଏମ୍ସି କମିଶନର ଭାବେ ନେଲେ ଦାୟିତ୍ବ
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ କଥା ହେଲେ
ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଲେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା । ସପ୍ତଦଶ ବିଏମ୍ସି କମିଶନର ଭାବେ ଦାୟିତ୍ବ ନେଇଛନ୍ତି ଚଞ୍ଚଳ ରାଣା । ବିଏମସିର ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିଶନର ।
କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ସହ ବିଏମସିର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପୂର୍ବରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ବରେ ଥିଲେ ଚଞ୍ଚଳ ରାଣା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: