Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବ୍ଲକ୍ ଶିକ୍ଷାଧିକାରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ !

Odisha

ବ୍ଲକ୍ ଶିକ୍ଷାଧିକାରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago
ବ୍ଲକ୍ ଶିକ୍ଷାଧିକାରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ  !

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବ୍ଲକ୍ ଶିକ୍ଷାଧିକାରୀ । ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ବାସଭବନରେ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଏକକାଳୀନ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ନଗଦ ୬ ଲକ୍ଷ ୫୦ ହଜାର କ୍ୟାସ ଜବତ ହୋଇଛି । ତେବେ ରାଜ୍ୟରେ ଗତ କିଛିଦିନ ହେଲାଣି ଲଗାତାର ଭିଜିଲାନ୍ସ ରେଡ୍‌ ହେଉଛି । ଆଉ ଆଜି ପୁଣି ଥରେ ରେଡ୍‌ ହୋଇଥିବାରୁ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
Vigilance scanner | Argus News