Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ  ଅଗ୍ନିବୀରଙ୍କ ପାଇଁ 10% ସଂରକ୍ଷଣ । ଓଡିଶାରେ ୟୁନିଫର୍ମ ସେବାରେ ଅଗ୍ନିବୀର ସାମିଲ୍ ହେବେ । ବୟସ କ୍ଷେତ୍ରରେ ମଧ୍ୟ 5 ବର୍ଷ କୋହଳ କରାଯିବ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।  

ନୀତି ଆୟୋଗର ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister announced reservation for agniveer | Argus News