Videos
|
Odisha

କଟକ ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
କଟକ ବିଡାନାସୀ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

Key Points

ପୁରା ଦେଶ ପାଳୁଛି ଆଜି 76 ତମ ସାଧାରଣତନ୍ତ୍ର ଦିବସ । ଏହି କ୍ରମରେ କଟକରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ କଟକ ବିଡାନାସୀ ମିନି ଷ୍ଟାଡିୟମରେ ପାଳନ ହୋଇଯାଇଛି

କଟକ: ପୁରା ଦେଶ ପାଳୁଛି ଆଜି 76 ତମ ସାଧାରଣତନ୍ତ୍ର ଦିବସ । ଏହି କ୍ରମରେ କଟକରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ କଟକ ବିଡାନାସି ମିନି ଷ୍ଟାଡିୟମରେ ପାଳନ ହୋଇଯାଇଛି । ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ।



କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ତନ୍ତ୍ର ଦିବସ ପାଇଁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୋଲିସ ଫୋର୍ସ । ଚଳିତ ବର୍ଷ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଥିବାରୁ ପ୍ରଥମ ଥର କରି ବାରବାଟୀ ପରିବର୍ତ୍ତେ ବିଡାନାସୀ ମିନି ଷ୍ଟାଡିୟମ୍ ରେ ପାଳିତ ହେଉଛି ସାଧାରଣ ତନ୍ତ୍ର ଦିବସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: