ଆଜି କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ଆଜି କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତରେ ତାଙ୍କ ଶେଷ ଦର୍ଶନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ଵରରୁ ବାହାରି କେନ୍ଦୁଝର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ପହଞ୍ଚିବାର ରହିଛି କାର୍ଯ୍ୟକ୍ରମ । ଏହାପରେ ସେଠାରୁ କେନ୍ଦୁଝର ସହର ଅନ୍ତର୍ଗତ କମାରଗଡା ସ୍ଥିତ ସ୍ବର୍ଗତ ନିରୁ ଭାଇଙ୍କ ଘରକୁ ସଡ଼କ ପଥରେ ପହଞ୍ଚିବାର କାର୍ଯ୍ୟକ୍ରମ ଅଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: