Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନଭେମ୍ବର ୧୮ରୁ ୨୦ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରୋଡ଼

Odisha

ନଭେମ୍ବର ୧୮ରୁ ୨୦ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରୋଡ଼

Sangram Tripathy
Browse all articles by Sangram Tripathy
·1 year ago
ନଭେମ୍ବର ୧୮ରୁ ୨୦ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରୋଡ଼

ଅର୍ଗସ ବ୍ୟୁରୋ:୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନଭେମ୍ବର ୧୮ରୁ ୨୦ ସିଙ୍ଗାପୁର ଗସ୍ତରେ ଯିବେ ସିଏମ୍ । ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ପାଇଁ ସିଙ୍ଗାପୁରରେ ହେବ ରୋଡ଼ ସୋ । ଓଡ଼ିଶା ଆସିବା ପାଇଁ ନିବେଶକ ମାନଙ୍କୁ କରିବେ ଆମନ୍ତ୍ରଣ । ନିବେଶକ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କରିବେ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସିଙ୍ଗାପୁର ଗସ୍ତରେ ଯିବେ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Chief Minister will visit Singapore from November 18 to 20, road show for Utkarsh Odisha-Make-in Odisha Conclave | Argus News