Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଚିନ୍ମୟୀ ସାହୁ ମୃତ୍ୟୁ ମାମଲା; ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ 

Odisha

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା; ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ 

Smruti Parija
Browse all articles by Smruti Parija
·1 year ago
ଚିନ୍ମୟୀ ସାହୁ ମୃତ୍ୟୁ ମାମଲା; ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ 

ଚିନ୍ମୟୀ ମୃତ୍ୟୁ: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ । ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ତଦନ୍ତର ଅଗ୍ରଗତି ନେଇ ଜବାବ ଦାଖଲ କଲେ ରାଜ୍ୟ ସରକାର । ମୃତ୍ୟୁର CBI ତଦନ୍ତ ପାଇଁ ପିଟିସନ୍ କରିଥିଲେ ଚିନ୍ମୟୀଙ୍କ ପରିବାର । କାହିଁକି CBI ତଦନ୍ତ ହେବନି ଜବାବ ଦେବାକୁ ନିର୍ଦ୍ଦେଶ । ଆସନ୍ତା ମଙ୍ଗଳବାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Chinmayi Sahu Death Case; A reply was filed in the High Court on behalf of the government | Argus News