Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆଁଖାଇରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Smruti Parija
Browse all articles by Smruti Parija
·1 year ago
ନୂଆଁଖାଇରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବଲପୁର: ଆସନ୍ତାକାଲି ନୂଆଁଖାଇରେ ସମ୍ବଲପୁର ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧ୍ୟାହ୍ନ ୧ ଟାରୁ ୨ ଟା ମଧ୍ୟରେ ସମ୍ବଲପୁର ପହଁଚି ପ୍ରଥମେ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବେ । ପରେ ମାରାଓ୍ବାଡି ସମାଜ, ଓଡିଶା ସାସ୍କୁତିକ ସମାଜ , ନନ୍ଦପଡାର ଚିତ୍ରୋତ୍ପଳା ଯୁବକ ସଂଘ ଓ ସମଲେଶ୍ଵରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ଅପରାହ୍ନ ସାଢେ ୪ ଟାରେ  ଜିଏମୟୁନିଭର୍ସିଟି ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ସିଏମ କିଶାନ ଯୋଜନା ଶୁଭାରମ୍ଭ କରିବେ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cm-mohan-majhi-sambalpur-visit-on-nuakhai | Argus News