Videos
|
Odisha

ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି

Rashmita Mishra
Browse all articles by Rashmita Mishra
·1 year ago
ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି

ଅର୍ଗସ ବ୍ୟୁରୋ: ଭାରତର କୋଇଲା ଉତ୍ପାଦନରେ ରେକର୍ଡ  ବୃଦ୍ଧି । ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି । ଏହି ବୃଦ୍ଧି ଭାରତର ଶକ୍ତି ଚାହିଦା ପୂରଣ କରିବା ଏବଂ ଅର୍ଥନୈତିକ ବୃଦ୍ଧି ସମର୍ଥନ କରିବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।ରିପୋର୍ଟ ଅନୁଯାୟୀ, ଭାରତର କୋଇଲା ଉତ୍ପାଦନ କ୍ଷମତା ଦିନକୁ ଦିନ ବୃଦ୍ଧି ପାଉଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Coal production in India increases by 7.2 percent | Argus News