Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ

Smruti Parija
Browse all articles by Smruti Parija
·1 year ago
ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ

କଟକ: ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ ଅଭିଯୋଗ। ଚୌଦ୍ବାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ ସାଇକେଲ ରଖି ନଦୀକୁ ଡେଇଁଛନ୍ତି ।  ଗତକାଲି ରାତିରୁ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ l ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି l ପ୍ରଦୀପ ଚୌଦ୍ବାର କଲେଜର +3 ବାଣିଜ୍ୟ ଛାତ୍ର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
College student missing after jumping into river near Birupa barrage | Argus News