Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OSSC; ଜୁଲାଇ ୬ରେ ସାନି ପରୀକ୍ଷା

Smruti Parija
Browse all articles by Smruti Parija
·1 year ago
OSSC; ଜୁଲାଇ ୬ରେ ସାନି ପରୀକ୍ଷା

ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC । ବିଭିନ୍ନ ବର୍ଗର SI ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଛି । ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ OSSC ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି । ସିଲାବସ୍‌ ବାହାରେ ପ୍ରଶ୍ନ ପଡ଼ିଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତ୍ରୁଟି ମାନି OSSC ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡ଼ିଥିଲା । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
combined-recruitment-examination-for-various-posts-conducted-on-april-27-cancelled | Argus News