Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ

Odisha

ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ

Manini Pattanayak
Browse all articles by Manini Pattanayak
·2 years ago
ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ରାଜ୍ୟସଭାର ବିଦାୟୀ ସାଂସଦଙ୍କୁ ମୋଦିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଅଭିଭାଷଣ ରଖିବା ସହ ସାଂସଦଙ୍କ କାନ୍ଧରେ ରହିଥିବା ଗୁରୁ ଦାୟିତ୍ବ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି।

 ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦାହରଣ ଦେଇ କହିଥିଲେ ଯେଉଁଭଳି ଭାବେ ସଂସଦର ଏକ ନିର୍ବାଚନରେ ମନମୋହନ ସିଂ ହୁଇଲ ଚେୟାରରେ ଆସି ମତାଧିକାର ସାବ୍ୟସ୍ତ କଲେ। ଏହା ଜଣେ କର୍ତ୍ତବ୍ୟନିଷ୍ଠ ସାଂସଦଙ୍କ ପରିଚୟ ବୋଲି କହିଥିଲେ ମୋଦି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
'Come again': PM Modi's farewell message for 56 retiring Rajya Sabha MPs | Argus News