Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କମିସନରେଟ ପୋଲିସ ହାତରେ 4 ସାଇବର ଠକ

Odisha

କମିସନରେଟ ପୋଲିସ ହାତରେ 4 ସାଇବର ଠକ

Rashmita Mishra
Browse all articles by Rashmita Mishra
·1 year ago
କମିସନରେଟ ପୋଲିସ ହାତରେ 4 ସାଇବର ଠକ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର । କମିସନରେଟ ପୋଲିସ ହାତରେ 4 ସାଇବର ଠକ । ଭୁବନେଶ୍ବରର ଆପାର୍ଟମେଣ୍ଟରେ ଖୋଲିଥିଲେ କଲ୍ ସେଣ୍ଟର । 4 ଜଣଙ୍କୁ ହେପାଜତକୁ ନେଲା ପୋଲିସ । ମୋବାଇଲ, ଲାପଟପ, ପାସପୋର୍ଟ, ବିପୁଳ ସିମ୍ କାର୍ଡ ଜବତ । ଦିଲ୍ଲୀରୁ ଆସି ଭୁବନେଶ୍ବରରେ ଖୋଲିଥିଲେ କଲ୍ ସେଣ୍ଟର । ଦୁବାଇରେ ଲୁଚିଛି ମାଷ୍ଟର ମାଇଣ୍ଡ । ଏହି ଫେକ୍ କଲ୍ ସେଣ୍ଟରର ହେଡ୍ ଅଫିସ୍ ରହିଛି ଦିଲ୍ଲୀରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Commissionerate Police busts 4 cyber frauds | Argus News