Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ ପୋଲିସ ନୂଆ ପଦକ୍ଷେପ,ଅପରେସନ୍ ତ୍ରିଭୁଜ

Sangram Tripathy
Browse all articles by Sangram Tripathy
·1 year ago
ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ ପୋଲିସ ନୂଆ ପଦକ୍ଷେପ,ଅପରେସନ୍ ତ୍ରିଭୁଜ

ଅର୍ଗସ ବ୍ୟୁରୋ:ଅପରାଧ ନିୟନ୍ତ୍ରଣ ପାଇଁ କମିସନରେଟ ପୋଲିସ ନୂଆ ପଦକ୍ଷେପ,ଅପରେସନ୍ ତ୍ରିଭୁଜ। ଏହା ମାଧ୍ୟମରେ ପୂଜାରେ ଅପରାଧ ନିୟନ୍ତ୍ରଣ ହେବ। ଏଥିଲାଗି ରାଜଧାନୀରେ ଲଗାଯାଇଛି ୧ହଜାର କ୍ୟାମେରା । ଯେଉଁ କ୍ୟାମେରା ଆଧାରରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବା ସହ ଅପରାଧୀଙ୍କୁ ଚେକ ଦେଇପାରିବ । ଯେଉଁ ଜାଗାରେ ଭିଡ଼ ହେଉଛି ସେଠି ଅଧିକ ପୋଲିସ ଫୋର୍ସ ନିୟୋଜିତ କରାଯାଉଛି । ଡ୍ରୋନ ସାହାଯ୍ୟରେ ଶକ୍ତି ବାହିନୀ ଏବଂ ଟ୍ରାଫିକ କର୍ମଚାରୀମାନେ ଭିଡ଼ ନିୟନ୍ତ୍ରଣ କରୁଛନ୍ତି । ସେଥିପାଇଁ ତିନୋଟି ସିପ୍ଟ ରେ କାର୍ଯ୍ୟ କରୁଛି ପୋଲିସ । କଣ୍ଟ୍ରୋଲ ରୁମରୁ ସହରର ବିଭିନ୍ନ ସ୍ଥାନକୁ ନଜର ରଖିଛି ପୋଲିସ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Commissionerate Police's new initiative to control crime, Operation Triangle | Argus News