Videos
|
Odisha

ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ, ଗାଡି ଚଳାଚଳ ବନ୍ଦ

Smruti Parija
Browse all articles by Smruti Parija
·1 year ago
ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ, ଗାଡି ଚଳାଚଳ ବନ୍ଦ

Key Points

କଟକ-ବାଙ୍କୀ ରାସ୍ତାରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଫିଙ୍ଗୁଛନ୍ତି ଟେକା ପଥର ।

କଟକ: କଟକ-ବାଙ୍କୀ ରାସ୍ତାରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଫିଙ୍ଗୁଛନ୍ତି ଟେକା ପଥର । ପୁରା ରାସ୍ତାରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଗାଡି ଚଲାଚଳ ବନ୍ଦ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣରେ 4 ଜଣ ଆହତ ହୋଇଛନ୍ତି । ରାସ୍ତାରେ ଯାଉଥିବା ଗାଡ଼ିରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଦାଦାବଟି ଆଦାୟକୁ ନେଇ ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠିକୁ ଆକଟ କରିବାରୁ ଗୋଷ୍ଠୀ ସଂଘର୍ଷ ସନ୍ଦେହ କରାଯାଉଛି । ଭଗିପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେଉଛି । ଏବେ ବି ଉତ୍ତେଜନା ଲାଗି ରହିଛି । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
community-clash-in-cuttack-banki-road | Argus News