ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ ଏବଂ ନାରାବାଜି କଂଗ୍ରେସର
·1 year ago

ଅର୍ଗସ ବ୍ୟୁରୋ: ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କଲା କଂଗ୍ରେସ । ମୋହନ ସରକାରଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ ଏବଂ ନାରାବାଜି । ଏହାସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି କଂଗ୍ରେସ । ଗୃହ କାର୍ଯ୍ୟ 12.25 ଯାଏଁ ମୁଲତବୀ କେଲେ ବାଚସ୍ପତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: