Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିମାପଡାରୁ  ନିର୍ବାଚନ ଲଢିବେ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ 

Odisha

ନିମାପଡାରୁ  ନିର୍ବାଚନ ଲଢିବେ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନିମାପଡାରୁ  ନିର୍ବାଚନ ଲଢିବେ ସୁରଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ 

 ଭୁବନେଶ୍ୱର: ଆସିଲା କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା। 16 ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ  ଅମିତା ବିଶ୍ୱାଳ ଝାରସୁଗୁଡାରୁ ପ୍ରାର୍ଥୀ ହୋଇଥିବାବେଳେ କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକଙ୍କୁ ମିଳିଲା ଟିକେଟ।  ମହାକାଳପଡାରୁ ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କୁ ମିଳିଛି ଟିକେଟ। ଖୋର୍ଦ୍ଧାରୁ ସୋନାଲି ସାହୁଙ୍କୁ ଟିକେଟ ଦେଲା ଦଳ।

ନିମାପଡାରୁ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ମିଳିଲା କଂଗ୍ରେସ ଟିକେଟ। 
ବଡସାହି-  କ୍ଷୀରୋଦ ପାତ୍ର
ସୁକିନ୍ଦା- ବିଭୁ ଭୂଷଣ ରାଉତ 
କଣ୍ଟାମାଳ- ଶରତ ପ୍ରଧାନ
ରାଜନଗର- ଅଶୋକ ପ୍ରତିହାରୀ
ପିପିଲି- ଜ୍ଞାନ ରଞ୍ଜନ ପଟ୍ଟନାୟକ 
ଜୟଦେବ- କୃଷ୍ଣ ସଗରିଆ
ଚିଲିକା- ପ୍ରଦୀପ କୁମାର ସ୍ୱାଇଁ
ଖଣ୍ଡପଡା- ମନୋଜ ପ୍ରଧାନ
ଦଶପଲ୍ଲା- ନକୁଳ ନାୟକ
କବିସୂର୍ଯ୍ୟନଗର- ସଞ୍ଜୟ କୁମାର ମଣ୍ଡଳ
ଗୋପାଳପୁର- ଶ୍ୟାମ ସୁନ୍ଦରଗଡ ସାହୁ
ସେହିପରି ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ
ସମ୍ବଲପୁରରୁ ଦୁଲାଲ ଚରଣ ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ କେନ୍ଦୁଝରରୁ  ବିନୋଦ ବିହାରୀ ନାୟକ
ଏବଂ ଆସ୍କାରୁ  ଦେବକାନ୍ତ ଶର୍ମାଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ। 
3 ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ 
କବିସୂର୍ଯ୍ୟନଗରରେ ଦ୍ଵିତୀୟ ଥର ପାଇଁ ପ୍ରାର୍ଥୀ ବଦଳାଇ ସଞ୍ଜୟ ମଣ୍ଡଳଙ୍କୁ ଟିକେଟ । ଜୟଦେବରୁ ଜୟନ୍ତ ଭୋଇ ଙ୍କ ଜାଗାରେ କୃଷ୍ଣ ସଗରିଆଙ୍କୁ ମିଳିଛି ଟିକେଟ। ସେହିପରି କଣ୍ଟାମାଳରୁ ମନୋଜ କୁମାର ଆଚାର୍ଯ୍ୟଙ୍କ ବଦଳରେ ଶରତ କୁମାର ପ୍ରଧାନଙ୍କୁ ମିଳିଲା ଟିକେଟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress released the list of 16 candidates. | Argus News