Videos
|
Odisha

ମାନିବକତା ଭୁଲିଗଲେ କଂଗ୍ରେସ କର୍ମୀ

Smruti Parija
Browse all articles by Smruti Parija
·1 year ago·1 min read
ମାନିବକତା ଭୁଲିଗଲେ କଂଗ୍ରେସ କର୍ମୀ

Key Points

ମାନିବକତା ଭୁଲିଗଲେ କଂଗ୍ରେସ କର୍ମୀ

ବନ୍ଦ ପାଇଁ ରୋଗୀକୁ ବି ଅଟକାଇଲେ

ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ

ମାନିବକତା ଭୁଲିଗଲେ କଂଗ୍ରେସ କର୍ମୀ । ବନ୍ଦ ପାଇଁ ରୋଗୀକୁ ବି ଅଟକାଇଲେ । ନିଜ ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିଲେ ଏହି ବୟସ୍କ ଲୋକ ଜଣଙ୍କ । ଯିଏ କି କର୍କଟ ରୋଗରେ ପୀଡିତ । ମାତ୍ର ତାଙ୍କୁ ଭୁବନେଶ୍ବରରେ କଂଗ୍ରେସ କର୍ମୀ ମାନେ ଛାଡିଲେ ନାହିଁ । ସେପଟେ ବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀମାନେ ହଇରାଣ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।


ସେହିପରି ମାଷ୍ଟର କ୍ୟାଣ୍ଟିନରେ ଆମ ବସକୁ ଅଟକାଇ ଚାବି ଛଡାଇ ନେଇଗଲେ କଂଗ୍ରେସ କର୍ମୀ । ରାସ୍ତା ମଝିରେ ଠିଆ ହୋଇଛି ଆମ ବସ୍ । ରେଲୱେ ଷ୍ଟେସନଠୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ଯାତ୍ରୀ ହନ୍ତସନ୍ତ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଶା ବନ୍ଦ ନାଁରେ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ।.... ପ୍ରଥମେ ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ କଂଗ୍ରେସ କର୍ମୀ । ଜଗତସିଂହପୁରରୁ ଆସିଛି ଏଭଳି ଅଭିଯୋଗ । ପୋଲିସର ବୁଝାସୁଝା ପରେ ବି ଅମାନିଆ କଂଗ୍ରେସ କର୍ମୀ ଯୁବକଙ୍କ ଉପରକୁ ଚଢି ଆସିବା ସହ ମାଡ଼ ମାରିବାର ଦୃଶ୍ୟ ଦେଖାଯାଇଛି ।

congress-workers-forgot-about-their-duties-and-even-stopped-a-patient-for-the-strike | Argus News