Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଆଜବେଷ୍ଟସ ଘର

Smruti Parija
Browse all articles by Smruti Parija
·1 year ago
କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଆଜବେଷ୍ଟସ ଘର

ବରଗଡ:  ଘର ଉପରେ ଚଢ଼ିଗଲା କଣ୍ଟେନର । କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଆଜବେଷ୍ଟସ ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ରାସ୍ତା କଡ଼ରେ ଥିବା ଘର ଭିତରକୁ କଣ୍ଟେନର ମାଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ପ୍ରତିବାଦରେ ବରଗଡ଼ରୁ ସୋହେଲା ଛତିଶଗଡ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Container crashed into house | Argus News