କାଠଯୋଡ଼ିକୁ ଡେଇଁଲେ ଦମ୍ପତି
·1 year ago

କଟକ: କାଠଯୋଡ଼ିକୁ ଡେଇଁଲେ ଦମ୍ପତି । ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁଲେ ସ୍ବାମୀ-ସ୍ତ୍ରୀ । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁଲେ । ଦମ୍ପତି ବାଙ୍କୀ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତୁ କରୁଛି ।
ବାରମ୍ବାର ଏହି ଘଟଣା ଘଟୁଛି । ବଢୁଛି ଆତ୍ମହତ୍ୟା ପ୍ରବଣତା । ଗତ ଦୁଇ ମାସ ମଧ୍ୟରେ କାଠଯୋଡିକୁ ଡେଇଁ ପ୍ରାଣ ହାରୁଛନ୍ତି ଦମ୍ପତ୍ତି । ସୁଇସାଇଡ୍ ସ୍ପଟ୍ ପାଲଟିଛି କାଠଯୋଡି ବ୍ରିଜ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: