Videos
|
Odisha

ଗୋମାଂସ ଚାଲାଣ ବେଳେ ଧରିଲେ ଗୋ ସେବକ

Banajyotshna Ray
Browse all articles by Banajyotshna Ray
·1 year ago
ଗୋମାଂସ ଚାଲାଣ ବେଳେ ଧରିଲେ ଗୋ ସେବକ

Key Points

ରାଜଧାନୀରେ ସୀମା ଲଂଘିଲେ ଗୋମାଫିଆ
ଭୁବନେଶ୍ୱର କନ୍ୟାଶ୍ରମ ବସ୍ତିରେ ଚାଲିଥିଲା ଗୋମାଂସ କଟା
ଗୋମାଂସ ଚାଲାଣ ବେଳେ ଧରିଲେ ଗୋ ସେବକ
ପ୍ରତିବାଦ କରିବାରୁ ଗୋସେବକଙ୍କୁ ଆକ୍ରମଣ ଅଭିଯୋଗ
ଘରକୁ ସିଲ୍ କରିବା ସହ ଗୋମାଂସ ଜବତ୍ କଲା ପୋଲିସ

ରାଜଧାନୀରେ ସୀମା ଲଂଘିଲେ ଗୋମାଫିଆ । କନ୍ୟାଶ୍ରମ ବସ୍ତିରେ ଚାଲିଥିଲା ଗୋମାଂସ କଟା । ଗୋମାଂସ ଚାଲାଣ ବେଳେ ଧରିଲେ ଗୋ ସେବକ । ପ୍ରତିବାଦ କରିବାରୁ ଗୋସେବକଙ୍କୁ ଆକ୍ରମଣ ଅଭିଯୋଗ । ଘରକୁ ସିଲ୍ କରିବା ସହ ଗୋମାଂସ ଜବତ୍ କଲା ପୋଲିସ । ଜବତ୍ ଗୋମାଂସ ନେବା ବେଳେ ପୋଲିସକୁ ବିରୋଧ କଲେ ଗୋସେବକ । ବିରୋଧରେ ଗାଡ଼ି ଆଗରେ ଶୋଇଲେ ଗୋ ସେବକ ।


ଘଟଣାସ୍ଥଳରେ ଉତ୍ତେଜନା ଯୋଗୁଁ ପୋଲିସ ମୁତୟନ କରାଯାଇଥିଲା । କର୍ଡନ କରି ଗୋମାଂସ ବୋଝେଇ ଅଟୋକୁ ଥାନାକୁ ନେଲେ ପୋଲିସ । ରାଜ୍ୟରେ ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cow-sevak-caught-while-selling-beef | Argus News