Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ

Ritu Das
Browse all articles by Ritu Das
·1 year ago
ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ

Key Points

ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ

ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ। ବାଲେଶ୍ବର ରେମୁଣା ହାତିଆଗଣ୍ଡ ନିକଟରେ ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ପୋଲିସ, ମାଇନିଙ୍ଗ ବିଭାଗ ଓ ତହସିଲଦାରଙ୍କ ମିଳିତ ଚଢାଉ। ଫେରାର ହେଲେ ବାଲି ଚୋର। ଅକ୍ସନ ହେଲା ବାଲି। ଆଜି ପୂର୍ବାହ୍ନ ସମୟରେ ହାତିଆଗଣ୍ଡ ନିକଟ ନଦୀ ମଧ୍ୟରୁ ବେଆଇନ ଭାବେ ଭେଳାରେ ବାଲି ଉତ୍ତୋଳନ ଚାଲିଥିଲା।


ଏହି ସମୟରେ ମାଇନିଙ୍ଗ ବିଭାଗ, ରେମୁଣା ଥାନା ଓ ତହସିଲଦାର ପହଞ୍ଚିଥିଲେ। ଚଢାଉ ଦେଖି ବାଲିଚୋର ନଦୀରେ ବୁଡି ଫେରାର ହୋଇଯାଇଥିଲେ। ପାଞ୍ଚଟି ଭେଳାକୁ ନଦୀରୁ ଅଣାଯାଇ ବାଲି ଅକ୍ସନ କରାଯିବା ସହ ଭେଳାଗୁଡିକୁ ନଷ୍ଟ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
crack-down-on-illegal-sand-mining | Argus News