Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

Odisha

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

Smruti Parija
Browse all articles by Smruti Parija
·1 year ago
ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ

Key Points

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ପାସପୋର୍ଟ ପାଇଁ ବାଧକ ସାଜିବନି ଅପରାଧିକ ମାମଲା ।

କଟକ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ପାସପୋର୍ଟ ପାଇଁ ବାଧକ ସାଜିବନି ଅପରାଧିକ ମାମଲା । ଅପରାଧିକ ମାମଲା ଥିଲେ ବି ମିଳିବ ପାସପୋର୍ଟ । ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଅପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
criminal-cases-are-a-bar-to-getting-a-passport-you-can-get-a-passport-even-if-you-have-a-criminal-case | Argus News