Videos
|
Odisha

ମାଆଙ୍କ ବିଜୟ ପ୍ରତିମା ଛତର ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

Sangram Tripathy
Browse all articles by Sangram Tripathy
·1 year ago
ମାଆଙ୍କ ବିଜୟ ପ୍ରତିମା ଛତର ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଅର୍ଗସ ବ୍ୟୁରୋ:ଢୋଲ, ନିଶାନ, ଘୁମୁରା, ଘଣ୍ଟ, ଘଣ୍ଟା ବାଦ୍ୟରେ ପ୍ରକମ୍ପିତ ହୋଇଛି କଳାହାଣ୍ଡିର ଭବାନୀପାଟଣା ସହର। ପ୍ରସିଦ୍ଧ ଛତର ଯାତ୍ରା ଦର୍ଶନ ପାଇଁ ରାସ୍ତା ପାଲଟିଥିଲା ଜନ ସମୁଦ୍ର। ମାଆଙ୍କ ବିଜୟ ପ୍ରତିମା ଛତର ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: