ଖାନନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ; ବ୍ରିଜ ସ୍ଲାବ ଭୁଶୁଡି 2 ମୃତ, 3 ଗୁରୁତର
·1 year ago
କଟକ ଖାନନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ । ନିର୍ମାଣଧୀନ ବ୍ରିଜ ଉପରେ କ୍ରେନ ମାଧ୍ୟମରେ ପିଲର ଉଠାଉଥିବାବେଳେ ଖସିପଡିଲା ପିଲାର୍ । ପିଲର ତଳେ ଚାପି ହୋଇ 2 ଶ୍ରମିକଙ୍କ ମୃତ୍ୟୁ ହୋଇଛି 3 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖାନନଗରେ ନିର୍ମାଣଧୀନ ବ୍ରିଜ ଉପରେ କ୍ରେନ ମାଧ୍ୟମରେ ପିଲର ଉଠାଉଥିବା ବେଳେ ପିଲାର ଖସିପଡିଥିଲା । ପିଲର ତଳେ ଚାପି ହୋଇ 4 ଜଣ ଶ୍ରମିକ ଗୁରୁତର ହୋଇଥିଲେ । 3 ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସମସ୍ତଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । 2 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।