Videos
|
Odisha

ବସ୍ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ୍ ପକାଇଲେ କଟକ RTO

Smruti Parija
Browse all articles by Smruti Parija
·1 year ago
ବସ୍ ଉପରେ ୧୦ ଲକ୍ଷ ଟଙ୍କାର ଫାଇନ୍ ପକାଇଲେ କଟକ RTO

Key Points

ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ

ଫାଇନ୍ ପକାଇଛନ୍ତି କଟକ RTO

ବସ୍ ନମ୍ବର ହେଉଛି OD 05 AV 5465

ବସ୍ ଉପରେ ୧୦ ଲକ୍ଷ ଟଙ୍କା ଫାଇନ । ଫାଇନ୍ ପକାଇଛନ୍ତି କଟକ RTO । ବସ୍ ନମ୍ବର ହେଉଛି OD 05 AV 5465 ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫିଟନେସ୍ ପାଇଁ ୫ ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ପାଇଁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ପାଇଁ ୩ ଲକ୍ଷ ୭ ହଜାର ୬୬୪ ଟଙ୍କାଫାଇନ୍ ପଡ଼ିଛି । ସେହିପରି ପେନାଲ୍ଟି ୬ଲକ୍ଷ ୮୫ ହଜାର ୯୨ ଟଙ୍କା, ସମୁଦାୟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ ହୋଇଛି ।



cuttack-rto-has-imposed-a-fine-of-rs-10-lakh-on-bus | Argus News