Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିତରକନିକା ହବାଳିଖଟି ଲ୍ୟାଣ୍ଡଫଲ୍ ର କେନ୍ଦ୍ରସ୍ଥଳ

Smruti Parija
Browse all articles by Smruti Parija
·1 year ago
ଭିତରକନିକା ହବାଳିଖଟି ଲ୍ୟାଣ୍ଡଫଲ୍ ର କେନ୍ଦ୍ରସ୍ଥଳ

ଅର୍ଗସ ବ୍ୟୁରୋ: ଭିତରକନିକା ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଦାନା । ପୂର୍ବାନୁମାନ ଅନୁସାରେ ଧାମରା ଓ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ୍ କଲା ଦାନା । ପବନର ବେଗ ରହିଛି 100 ରୁ 120 କିମି । ବାତ୍ୟା ପ୍ରଭାବରେ ଭିତକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଭିତକନିକାରେ ପ୍ରାୟ 1 ମିଟର ପର୍ଯ୍ୟନ୍ତ ମାଡିଗଲା ଜୁଆର ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛି ବାତ୍ୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଜାରି ରହିବ । 
 

Sponsored
cyclone-dana-hits-at-habalikhati-bhitarakanika | Argus News