Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଲଗାଣ ବର୍ଷା ଜାରି

Smruti Parija
Browse all articles by Smruti Parija
·1 year ago·1 min read
ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଲଗାଣ ବର୍ଷା ଜାରି

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଗଲା 24 ଘଣ୍ଟାରେ ଯାଜପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । 5 ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ଯାଜପୁରରେ ବନ୍ଦ ରହିବ ସବୁ ସ୍କୁଲ୍ । ସେପଟେ ବାତ୍ୟା ଜନିତ ବର୍ଷାରେ ଭିଜୁଛି ଟ୍ବିନ୍ ସିଟି । 
ତେବେ ଗତକାଲି ସକାଳ 8.30  ରୁ ଆଜି ସକାଳ 8.30 ଟା ପର୍ଯ୍ୟନ୍ତ କେତେ ପରିମାଣର ବର୍ଷାର ରେକର୍ଡ ହୋଇଛି ନଜର ପକାନ୍ତୁ ।  
ଭଦ୍ରକ ଜିଲ୍ଲା:

ଧାମନଗର-215ମିମି 
ଭଣ୍ଡାରିପୋଖରୀ-208ମିମି 
ଚାନ୍ଦବାଲି-197ମିମି 
ବୋନ୍ଥ-187ମିମି 
ଭଦ୍ରକ-161ମିମି 

ବାଲେଶ୍ୱର:

ଓଉପଡା-240ମିମି
ଖଇରା-209ମିମି 
ନୀଳଗିରି-140ମିମି 
ସିମୁଳିଆ ଓ ବାଲେଶ୍ୱର -114ମିମି 
ରେମୁଣା-109ମିମି 

ମୟୁରଭଞ୍ଜ:

ଉଦଳା-141ମିମି 
ବଡ଼ସାହି-112ମିମି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାଜପୁର:

ଦଶରଥପୁର-196ମିମି 
ବରି-146ମିମି 
ଯାଜପୁର-143ମିମି
ବିଂଝାରପୁର-110ମିମି 

କେନ୍ଦ୍ରାପଡ଼ା:

ରାଜକନିକା-151ମିମି 
ଅଳି-123ମିମି 

କଟକ:

କଣ୍ଟାପଡା-146 ମିମି 
ନିଶ୍ଚିନ୍ତକୋଇଲି-133 ମିମି 
କଟକ-137 ମିମି 
ସାଲେପୁର-110 ମିମି
 

Sponsored
cyclone-dana-impact-heavy-rain-fall-record-in-coastal-districts-of-odisha- | Argus News