ଆସୁଛି ବାତ୍ୟା,୨୩ରୁ ପ୍ରବଳ ବର୍ଷିବ,ସତର୍କ ରୁହ :IMD
·1 year ago

ଅର୍ଗସ ବ୍ୟୁରୋ:ଆସୁଛି ବାତ୍ୟା,୨୩ରୁ ପ୍ରବଳ ବର୍ଷିବା ସମ୍ଭାବନା,୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ବାତ୍ୟା। ଲ୍ୟାଣ୍ଡଫଲ୍ ସର୍ବାଧିକ ୧୨୦ କିଲୋମିଟର ଯାଏଁ ରହିବ ପବନର ବେଗ,IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା୨୪ ଏବଂ୨୫ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ଅତି ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: