Train Update News / Cyclone Montha: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ପୂର୍ବ ନିର୍ଦ୍ଧାରିତ ଭାବେ ୪୩ରୁ ୧୪ ଟ୍ରେନ ସମୟରେ ଚାଲିବ
·10 months ago·2 min read

Key Points
ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ ।
ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଥିଲା କିନ୍ତୁ ମୋନ୍ଥାର ଲ୍ୟାଣ୍ଡଫଲ ବିଳମ୍ବ ଯୋଗୁ ୧୪ଟି ଟ୍ରେନକୁ ନିଜ ସମୟରେ ଗନ୍ତବ୍ୟସ୍ଥଳକୁ ଯିବାକୁ ପୂର୍ବତଟ ରେଳ ବିଭାଗ ଅନୁମତି ଦେଇଛି। ଆଉ ୨୯ଟି ଟ୍ରେନକୁ ବାତିଲ କରାଯାଇଛି।
ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ।
ଚାଲନ୍ତୁ ଜାଣିବା କେଉଁ ୧୪ ଟ୍ରେନକୁ ଯିବାକୁ ଅନୁମତି ମିଳିଛି

ଏହାସହ ପଢ଼ନ୍ତୁ: Cyclone Montha: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ବାତ୍ୟା ପାଇଁ ୪୩ ଟ୍ରେନ ବାତିଲ କଲା ରେଳ ବିଭାଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିରାଣ୍ଡୁଲ-କୋରାପୁଟ-ବିଶାଖାପାଟଣା ରୁଟରେ ୮ ଟ୍ରେନ ବାତିଲ କରାଯାଇଛି । କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ ବାତିଲ । ଅକ୍ଟୋବର 27- ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ ବାତିଲ । ଅକ୍ଟୋବର ୨୮- କଟକ-ଗୁଣୁପୁର ମେମୁ ଟ୍ରେନ ବାତିଲ ଏବଂ ଅକ୍ଟୋବର ୨୯ରେ ଗୁଣୁପୁର-କଟକ ମେମୁ ଟ୍ରେନ ବାତିଲ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁସବୁ ଟ୍ରେନ ବାତିଲ କରାଯାଇଛି।
ଏହିସବୁ ଟ୍ରେନ ବାତିଲ କରାଯାଇଛି:
-ଟ୍ରେନ ନମ୍ବର 18515 ବିଶାଖାପାଟଣାରୁ କିରନଡୁଲ (VSKP-KRDL Express)କୁ ଯିବାକୁ ଥିବା ଏକ୍ସପ୍ରେସ ଚଳାଚଳ (27.10.2025) ଆଜି ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 18516 କିରନଡୁଲରୁ ବିଶାଖାପାଟଣା(KRDL-VSKP Express) ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 58501 ବିଶାଖାପାଟନାରୁ କିରନଡୁଲ (VSKP-KRDL Pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58502 କୋଣ୍ଡ୍ରାପୋଲରୁ ବିଶାଖାପାଟଣା (KRDL-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58538 ବିଶାଖାପାଟଣାରୁ କୋରାପୁଟ ( VSKP-KRPU) ଟ୍ରେନ ଚଳାଚଳ ଆସନ୍ତାକାଲି (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58537 କୋରାପୁଟରୁ ବିଶାଖାପାଟଣା (KRPU-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ ଆସନ୍ତାକାଲି (28 ଅକ୍ଟୋବର) ବନ୍ଦ ରହିବ ।
-ଟ୍ରେନ ନମ୍ବର 18512 ବିଶାଖାପାଟଣାରୁ କୋରାପୁଟ (VSKP-KRPU) ଆସିବାକୁ ଥିବା ଟ୍ରେନ ଚଳାଚଳ ଆଜି (27 ଅକ୍ଟୋବର) ବନ୍ଦ ରହିବ।
-ଟ୍ରେନ ନମ୍ବର 18511 କୋରାପୁଟରୁ ବିଶାଖାପାଟଣା (KRPU- VSKP) ଯିବାକୁ ଥିବା ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 67285 ରାଜମୁନ୍ଦ୍ରୀରୁ ବିଶାଖାପାଟଣା (RJY-VSKP MEMU) ମେମୁ ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 67286 ବିଶାଖାପାଟଣାରୁ ରାଜମୁନ୍ଦ୍ରୀ (VSKP-RJY MEMU) ମେମୁ ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 17268 ବିଶାଖାପାଟଣାରୁ କାକିନାଡା (VSKP- COA EXP) ଏକ୍ସପ୍ରେସ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 17267 କାକିନାଡାରୁ ବିଶାଖାପାଟଣା (COA-VSKP EXP ) ଏକ୍ସପ୍ରେସ ଆଜି ପାଇଁ (28.10.2025) ଚଳାଚଳ ବନ୍ଦ ରହିବ।
-ଟ୍ରେନ ନମ୍ବର 08583 ବିଶାଖାପାଟଣାରୁ ତିରୁପତି (VSKP- TPTY) ଯିବାକୁ ଥିବା ଟ୍ରେନ ଆଜି ପାଇଁ (27.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 08584 ତିରୁପତିରୁ ବିଶାଖାପାଟଣାକୁ (TPTY-VSKP) ଯିବାକୁ ଥିବା ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 22875 ବିଶାଖାପାଟଣାରୁ ଗୁଣ୍ଟୁରକୁ (VSKP- GNT DOUBLE DECKER) ଡବଲ ଡେକର ଟ୍ରେନ ଆସନ୍ତାକାଲି (28.10.2025) ଚଳାଚଳ ବନ୍ଦ ରହିବ ।

Related Topics
Explore more stories