Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି ପୁଣି ଦାରିଙ୍ଗବାଡ଼ିରେ ତୁଷାରପାତ

Ritu Das
Browse all articles by Ritu Das
·1 year ago
ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି ପୁଣି ଦାରିଙ୍ଗବାଡ଼ିରେ ତୁଷାରପାତ

ଅର୍ଗସ ବ୍ୟୁରୋ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଜି ପୁଣି ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ସ୍ଥାନୀୟ ଲୋକଙ୍କର ହାତଗୋଡ଼ କାଲ ମାରି ଯାଉଛି।


ଶୀତ ଯୋଗୁଁ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି। ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଦାରିଙ୍ଗବାଡ଼ିରେ ସକାଳ ୧୦ ରୁ ୧୧ ନହେଲେ ଶୀତ ଛାଡ଼ୁ ନାହିଁ। ସନ୍ଧ୍ୟା ୫ଟା ହେଲେ ଶୀତ ଯୋଗୁଁ କେହି ଘରୁ ବାହାରୁ ନାହାନ୍ତି। ଦିନ ସାରା ପାଗ ଶୀତୁଆ ରହୁଥିବାରୁ ଲୋକମାନେ ଶୀତବସ୍ତ୍ର ପରିଧାନ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daringbadi is trembling in sever cold and it is snowing in Daringbadi | Argus News