Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ଚୟନ ପାଇଁ ତାରିଖ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago
ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର କଂସ ଚୟନ ପାଇଁ ତାରିଖ ଘୋଷଣା

ଅର୍ଗସ ବ୍ୟୁରୋ:  ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଚୟନ ପାଇଁ ତାରିଖ ଘୋଷଣା l ଆସନ୍ତା ଡ଼ିସେମ୍ବର ୧ ତାରିଖରେ  କରାଯିବ  କଂସ ଚୟନ l ରିପୋର୍ଟ ଆଧାରରେ ଚଳିତ ବର୍ଷର କଂସ ଚୟନ କରାଯିବ l 4 ଜଣ ଜୁରୀ ମେମ୍ବର  କଂସ ଚୟନ କରିବେ। ବର୍ତ୍ତମାନ ଜୁରୀ ମେମ୍ବରଙ୍କ ନାଁକୁ ଗୋପନୀୟ ରଖାଯାଇଛି। ତେବେ ଆସନ୍ତା 2025 ଜାନୁଆରୀ 3 ତାରିଖରୁ ଆରମ୍ଭ ହେବ ବୃହତ ମୁକ୍ତା ଆକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା l 11 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଏଥର ନୂଆ କଂସ ଦେଖିବାକୁ ମିଳିବ। ୨୦୨୨ ମସିହା ଚୟନ ପ୍ରକ୍ରିୟାର ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଥିବା 4 ଜଣ କଳାକାର ମଧ୍ୟରୁ ଜଣଙ୍କୁ କଂସ ଭାବେ ଚୟନ କରାଯିବ l     
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Date announced for selection of the world famous Dhanu Yatra bronze medalists | Argus News