Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଷଣ୍ଢ ଉଦ୍ଧାରକୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଷଣ୍ଢ ଉଦ୍ଧାରକୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର

Key Points

ଷଣ୍ଢ ଉଦ୍ଧାରକୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର
ପିପିଲି ଥାନାରେ ଉତ୍ତେଜନା
ପୋଲିସ ଦ୍ବାରା ଏକ ଷଣ୍ଢ ଉଦ୍ଧାରକୁ ନେଇ ସଙ୍ଘବଦ୍ଧ ଭାବେ ଆକ୍ରମଣ
ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଷଣ୍ଢ ଉଦ୍ଧାର କୁ ନେଇ ମରଣାନ୍ତକ ଆକ୍ରମଣ, ୫ ଗୁରୁତର। ପିପିଲି ଥାନା ରେ ଉତେଜନା । ପୋଲିସ ଦ୍ବାରା ଏକ ଷଣ୍ଢ ଉଦ୍ଧାର କୁ ନେଇ ସଙ୍ଘବଦ୍ଧ ଭାବେ ଆକ୍ରମଣ ହୋଇଛି। ପିପିଲି ଦାନୋଗହିର ନୂଆ ସାହି ଠାରେ ସଙ୍ଘବଦ୍ଧ ଆକ୍ରମଣରେ ୪ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଘଟଣା କୁ ନେଇ ପିପିଲି ଥାନାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପିପିଲି ଥାନା ପରିସରରେ ବିଭିନ୍ନ ସଙ୍ଗଠନର ଶତାଧିକ ଯୁବକ ପହଞ୍ଚି ଆକ୍ରମଣକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ପିପିଲି ଥାନା ପୋଲିସ ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି । ପିପିଲି ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଥାନା ପରିସରରେ ଶତାଧିକ ଲୋକେ ଏକାଠି ହୋଇଥିଲେ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରହିଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
deadly-attack-on-bull-rescuer-five-seriously-injured | Argus News