ଭୁବନେଶ୍ଵରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ
·1 year ago

Key Points
ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ
ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ
କରୋନାରେ ଜୀବନ ହାରିଲେ ୮୫ ବର୍ଷୀୟ ବୃଦ୍ଧା
ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୭
ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ
ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ । ଭୁବନେଶ୍ବରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ । ୮୫ ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ, ତାଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟ ମୋଟ ସଂକ୍ରମଣ ସଂଖ୍ୟା ୭ ରହିଛି ।
ସେପଟେ ଦେଶରେ ୩ ହଜାର ଟପିଲାଣି କରୋନା ସଂକ୍ରମଣ । ଦିଲ୍ଲୀ, କେରଳ, କର୍ଣ୍ଣାଟକ ଓ ୟୁପିରେ ୪ ଜଣଙ୍କ ଜୀବନ ନେଇଛି କୋଭିଡ । ଦେଶରେ ସକ୍ରିୟ ମାମଲା ୩୩୯୫ରେ ପହଞ୍ଚିଛି । କେରଳରେ ସର୍ବାଧିକ ୧୩୩୬, ଦିଲ୍ଲୀରେ ୩୭୫, ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ୟୁପିରେ ୧୧୭ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: