Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଜପତି ମହାରାଜାଙ୍କ ସାନଭାଇ ଥାଟ ରଜାଙ୍କ ପରଲୋକ

Smruti Parija
Browse all articles by Smruti Parija
·1 year ago
ଗଜପତି ମହାରାଜାଙ୍କ ସାନଭାଇ ଥାଟ ରଜାଙ୍କ ପରଲୋକ

Key Points

ଥାଟ ରଜାଙ୍କ ପରଲୋକ

ଚିକିତ୍ସାଧିନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ

ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜାଙ୍କ ସାନଭାଇ ଥାଟ ରଜାଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଥାଟ ରଜା ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ ହୋଇଛି । ଥାଟ ରଜାଙ୍କ ପରଲୋକକୁ ନେଇ ରାଜ ନହରରେ ଖେଳିଯାଇଛି ଶୋକାକୁଳ ପରିବେଶ । ପୁରୀ ସ୍ୱର୍ଗଦ୍ୱାରରେ ଥାଟ ରଜାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଥାଟରାଜାଙ୍କ ପୁଅ ମୁଖାଗ୍ନି ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
death-of-that-raja-the-younger-brother-of-the-gajapati-maharaja | Argus News