Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Historic Baliyatra Cuttack / ଉପର ପଡ଼ିଆରେ ମଧ୍ୟ କଟକ ବାଲିଯାତ୍ରା ପାଇଁ ଜୋର ଧରିଲା ଦାବି

Smruti Parija
Browse all articles by Smruti Parija
·9 months ago·1 min read
ଉପର ପଡ଼ିଆରେ ମଧ୍ୟ କଟକ ବାଲିଯାତ୍ରା ପାଇଁ ଜୋର ଧରିଲା ଦାବି

Key Points

କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ

ଉପର ପଡ଼ିଆରେ ମଧ୍ୟ କଟକ ବାଲିଯାତ୍ରା ପାଇଁ ଜୋର ଧରିଲା ଦାବି

ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫

ଉପର ପଡ଼ିଆରେ ମଧ୍ୟ କଟକ ବାଲିଯାତ୍ରା ପାଇଁ ଜୋର ଧରିଲା ଦାବି। କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି ।


କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କଟକ ଜିଲ୍ଲା ବିଜେପି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫


ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି ବୋଲି କେବଳ ତଳ ପଡ଼ିଆରେ ଚଳିତ ବର୍ଷର ବାଲିଯାତ୍ରା ହେବ ବୋଲି କୁହାଯାଇଥିଲା । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବା ନେଇ ସୂଚନା ଦିଆଯାଇଥିଲା । ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା ।

Related Topics

Explore more stories

Sponsored
Balijatra | Balijatra | Balijatra | demand-for-cuttack-bali-yatra-grows-in-upper-areas-too | Argus News