Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ବିଭାଗୀୟ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
ବିଧାନସଭାରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର:  ଆଜି ବିଧାନସଭାରେ ଅବକାରୀ, ଆଇନ,ପୂର୍ତ୍ତ, ମିଶନ ଶକ୍ତି, ପର୍ଯ୍ୟଟନ, ମହିଳା ଶିଶୁ ବିକାଶ ବିଭାଗ ପ୍ରଶ୍ନ କାଳ ରହିଛି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ବିଭାଗୀୟ ମନ୍ତ୍ରୀ... ସେହିପରି ବିରୋଧୀ ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା । ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଆଲୋଚନାରେ ଭାଗନେଇ ନିଜ ବକ୍ତବ୍ୟ ରଖିବେ। ଗୃହ ସରଗରମ ରହିବାର ଆଶଙ୍କା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Departmental ministers will answer various questions in the Assembly today | Argus News