Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ, ଭୋଟ୍ ବର୍ଜନ କଲେ ଗ୍ରାମବାସୀ

Smruti Parija
Browse all articles by Smruti Parija
·2 years ago
ମୌଳିକ ସୁବିଧାରୁ ବଞ୍ଚିତ, ଭୋଟ୍ ବର୍ଜନ କଲେ ଗ୍ରାମବାସୀ

ଦେବଗଡ: ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ହେଲେ ଏଠି ଭୋଟ ବର୍ଜନ କରିଛନ୍ତି ଗ୍ରାମ ବାସୀ । ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କର ବହୁତ ପ୍ରକାର ଯୋଜନା କିନ୍ତୁ ଏଠି ଅନେକ ଯୋଜନା ପହଁଚି ପାରିନାହିଁ । 

ଆମେ ଆଦିବାସୀ ଲୋକ ବୋଲି 25 ବର୍ଷର ସରକାର ଆମ ପାଇଁ କୌଣସି ପ୍ରକାର ସୁବିଧା ଯୋଗାଇ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠି ପାଣି, ବିଦ୍ୟୁତ, ରାସ୍ତା, ବାସଗୃହ ଏମିତିକି ଅନେକ ପ୍ରକାର  ଯୋଜନା ସରକାରଙ୍କର କିନ୍ତୁ ଏଠି ସବୁ ଫେଲ୍ । 

ଏ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ 224ନ ବୁଥ୍ ର ତିଲେଇପଶି ଗ୍ରାମର ଭୋଟର୍ ଆଜି ସକାଳୁ ବୁଥ ସାମ୍ନାରେ ମହିଳା ଓ ପୁରୁଷ ଉଭୟ ବସି ଭୋଟ ବର୍ଜନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deprived of basic facilities, the villagers refused to vote-in-deogarh-reamal | Argus News