ସରିଲା ଡିଜିପି ସମ୍ମିଳନୀ, ଆଲୋଚନା ସଫଳ କହିଲେ ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ସରିଲା ଡିଜିପି/ଆଇଜିପି ସମ୍ମିଳନୀ । ଦୀର୍ଘ ତିନି ଦିନ ଧରି ଚାଲିଥିବା ବୈଠକ ଆଜି ଶେଷ ହୋଇଛି । ସମ୍ମିଳନୀ ସରିବା ପରେ ଲୋକସେବା ଭବନରୁ ବାହାରି ଦିଲ୍ଲୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଆଲୋଚନା ଫଳପ୍ରଦ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଗାମୀ ବର୍ଷ ପାଇଁ କଣ ସବୁ ଚ୍ୟାଲେଞ୍ଜ ଓ ତାର ମୁକାବିଲା କିଭଳି ରହିବ ସେ ଦିଗରେ ତର୍ଜମା ହୋଇଛି । ମାଓ ଦମନ ଓ ଅନୁପ୍ରବେଶକାରୀ ରୋକିବା ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: