ଧାମରା ଥାନା କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼,ଯୁବକଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର
·1 year ago

ଅର୍ଗସ ବ୍ୟୁରୋ: ଚାନ୍ଦବାଲି ଧାମରା ଥାନା କୋଇଥଖୋଲା କିଶୋର ପ୍ରସାଦ ଅଞ୍ଚଳରେ ଗୁଳିକାଣ୍ଡ,ଯୁବକ ଗୁରୁତର। ରାସ୍ତାରେ ଛିଡା ହୋଇଥିବାବେଳେ ଗୁଳିମାଡ କଲେ ଦୁର୍ବୁତ୍ତ,ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର,ଯୁବକଙ୍କ ନାଁ ରାଜେନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି। ଗୁଳିମାଡ଼ର ଜଣାପଡି ନାହିଁ କାରଣ। ୫ ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରି ଫେରାର୍ ହୋଇଯାଇଥିବା ମିଳିଛି ସୂଚନା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: