Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ

Odisha

ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ

Banajyotshna Ray
Browse all articles by Banajyotshna Ray
·1 year ago
ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ

ଅର୍ଗସ ବ୍ୟୁରୋ:  ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା । ଅଭିଯୁକ୍ତଙ୍କ ଜାମିନ ଶୁଣାଣି ସ୍ଥଗିତ । ମାମଲାରେ 14 ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । 14 ଜଣଙ୍କ ଜାମିନ ଆବଦନ ଶୁଣାଣି ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ସ୍ଥଗିତ। ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚକୁ ସବିଶେଷ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ 14 ଜଣଙ୍କ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Dharamshala MLA fatal attack case, accused's bail hearing postponed | Argus News