Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଷ୍ଟାଲ ବାଲାଟରେ ଧର୍ମେନ୍ଦ୍ର ଆଗୁଆ

Ritu Das
Browse all articles by Ritu Das
·2 years ago
ପୋଷ୍ଟାଲ ବାଲାଟରେ ଧର୍ମେନ୍ଦ୍ର ଆଗୁଆ

ଅର୍ଗସ ବ୍ୟୁରୋ: ଲୋକସଭା ସହ ଓଡ଼ିଶା ବିଧାନସଭା ଭୋଟ ଗଣତି ଆରମ୍ଭ। ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହେଲା ଗଣତି। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ୍‌ ଗଣତି ଚାଲିଛି। 

ତେବେ ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ଅଛନ୍ତି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra leads | Argus News