Videos
|
Odisha

ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍‌ ପ୍ରୋଫେସନାଲ ଷ୍ଟଡିଜ୍‌ର ସମାବର୍ତ୍ତନ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍‌ ପ୍ରୋଫେସନାଲ ଷ୍ଟଡିଜ୍‌ର ସମାବର୍ତ୍ତନ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍‌ ପ୍ରୋଫେସନାଲ ଷ୍ଟଡିଜ୍‌ର ସମାବର୍ତ୍ତନ ଉତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ହେମା ମାଳିନୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଆଜି ଭାରତର ମାତୃଶକ୍ତିର ବିକାଶ ହୋଇଛି। ଭାରତରେ  ନୂଆ ପୀଢ଼ିର ଛାତ୍ରୀ ଆଗରେ ଅଛନ୍ତି । ସାଧାରଣତନ୍ତ୍ର ଦିବସରେ ନାରୀ ସଶକ୍ତିକରଣକୁ ନୂଆ ରୂପରେ ଦର୍ଶାଯାଇଥିଲା । ଏହି ଅନୁଷ୍ଠାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରୁଛି । ଏହି ବର୍ଷ G-20ରେ ବସୁଦେବ କୁଟୁମ୍ବକମ ରୂପ ରହିଥିଲା । ଆମେ ସାରା ବିଶ୍ୱକୁ ଦେଖୁଛୁ ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra Pradhan at the convocation of Vivekananda Institute of Professional Studies | Argus News