Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ନେତୃତ୍ବ ଓଡ଼ିଆ ଲୋକଙ୍କ ହାତରେ ରହିବା ଦରକାର -ଧର୍ମେନ୍ଦ୍ର

Smruti Parija
Browse all articles by Smruti Parija
·2 years ago
ଓଡ଼ିଶାରେ ନେତୃତ୍ବ ଓଡ଼ିଆ ଲୋକଙ୍କ ହାତରେ ରହିବା ଦରକାର -ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ରାଜ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦ୍ବନ୍ଦ୍ବ ତିଆରି ହୋଇଛି । କିଛି ମୂଢ ଲୋକ ଛାଇ କି ଦେଖି ଦୁନିଆ ଚାଲୁଛି ବୋଲି ଭାବୁଛନ୍ତି । ଏପରି କଥା କହି ସମ୍ବଲପୁର ଯୁଯୁମରା ସଭାରେ ତେରଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଓଡ଼ିଶାରେ ନେତୃତ୍ବ ଓଡ଼ିଆ ଲୋକଙ୍କ ହାତରେ ରହିବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର । ଆଜି ଯୁଯୁମୁରା ଗ୍ରାମୀଣ ପାର୍କ ଠାରେ ସହିଦ ମଧୁ ଗଡତିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ଜଙ୍ଘା ଲିଙ୍ଗା ବଡଦେଓ ଶୋଭାଯାତ୍ରାରେ ସାମିଲ ହେବା ସହ ସାଧାରଣ ସଭାରେ ଯୋଗ ଦେଇଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra-pradhan-has expressed the opinion that the leadership in odisha should be in the hands of the odia-people | Argus News