Dharmendra Pradhan / ଆଜି ପୁରୀ ଏବଂ ବାଲିଘାଇ ଗସ୍ତ କରିବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·24 mins ago·1 min read

Key Points
ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଏବଂ ବାଲିଘାଇ ଗସ୍ତର ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି
ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଏବଂ ବାଲିଘାଇ ଗସ୍ତର ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ସକାଳ ୮ଟା ୩୦ ମିନିଟ୍ରେ ସେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ବାହାରିବେ ଏବଂ ପୂର୍ବାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପୁରୀ ଓ ବାଲିଘାଇରେ ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ଧର୍ମେନ୍ଦ୍ର ପ୍ରଧାନ ସକାଳ ୮ଟା ୩୦ରେ ଭୁବନେଶ୍ୱରରୁ ବାହାରି ୯ଟା ୪୫ ମିନିଟ୍ରେ ପୁରୀରେ ପହଞ୍ଚିବେ। ସେଠାରେ ୧୦ଟା ୪୫ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଏହାପରେ ପୁରୀ ସହରରେ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇ ମଧ୍ୟାହ୍ନ ୧୧ଟା ୩୦ରେ ସେ ବାଲିଘାଇ ଅଭିମୁଖେ ଯାତ୍ରା କରିବେ। ବାଲିଘାଇରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧ଟା ୩୦ରେ ସେ ଭୁବନେଶ୍ୱର ଫେରିବେ ଏବଂ ଅପରାହ୍ନ ୩ଟା ୪୦ରେ ବିମାନବନ୍ଦରରୁ ଦିଲ୍ଲୀ ଗସ୍ତ କରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories