ଗିରଫ ହେଲେ ଢେଙ୍କାନାଳ ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର
·1 year ago

ଢେଙ୍କାନାଳ: ଗିରଫ ହେଲେ ଢେଙ୍କାନାଳ ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଏହାସହ ୱାଇଲଡ ଲାଇଫ ପ୍ରୋଟେକ୍ସନ ଆକ୍ଟ ଭାଓଲେଟ କରିଥିବାରୁ ତାଙ୍କ ନାଁରେ କେସ ରେଜିଷ୍ଟର ହୋଇଛି । 4ଟି ମୟୁରି ତାଙ୍କ ଫାର୍ମ ହାଉସରୁ ଜବତ କରି ବନବିଭାଗ କୁ ହସ୍ତାନ୍ତର କଲା ଭିଜିଲାନ୍ସ ।
ଗତକାଲି ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ 8ଟି ସ୍ଥାନରେ ରେଡ ହୋଇଥିଲା । ଟଏଲେଟ ଫ୍ଲସରେ ବିଡା ବିଡା ଟଙ୍କା ଲୁଚାଇ ରଖିଥିଲେ କୁବେର ବାବୁ ।
ଅଧିକ ପଢନ୍ତୁ : ଭିଜଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: